ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଙ୍କ ଗିରଫ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି।
ଏହି ଧାରଣାରେ ବିଜେପିର ଜିଲ୍ଲା ସଭାପତିଙ୍କ ସହ ଅନେକ ବିଜେପି କର୍ମୀ
ସାମିଲ ଥିଲେ। ତେବେ ତୁରନ୍ତ ବିଜେପି ବିଧାୟକଙ୍କୁ ଖଲାସ କରିବା ଓ ତିଳେଇବାଣୀ ବିଡ଼ିଓଙ୍କୁ ଗିରଫ କରିବା ଦାବିରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବିଜେପି।