ମୋ ବସ୍ରେ ବରିଷ୍ଠ ନାଗରିକଙ୍କ ପାଇଁ ବସ୍ ଭଡ଼ା ଉପରେ ୫୦ ପ୍ରତିଶତ ଛାଡ଼ ହୋଇଛି ବୋଲି ଟ୍ବିଟ୍ କରି ସୂଚନା ଦେଇଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)।
ମୋ ବସ୍ରେ ବରିଷ୍ଠ ନାଗରିକଙ୍କ ପାଇଁ ସିଟ୍ ସଂରକ୍ଷଣ ରହିବ ବୋଲି କ୍ରୁଟ କହିଛି।
Credible Local News of Odisha