ମୋହନାରେ 24 ଘଣ୍ଟାରେ 51.6 ମିମି ବର୍ଷା June 30, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲାର ମୋହନାରେ 5.6 ଏବଂ ପାରଳାଖେମୁଣ୍ଡିରେ 45 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l