ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ଼ ନମ୍ବର ୨ ର କଳାରାହଙ୍ଗ ଗ୍ରାମରେ ଶ୍ରୀ ଜଳେଶ୍ବର ମନ୍ଦିର ଓ ପୋଖରୀର ଉନ୍ନତିକରଣ ସହ ଗ୍ରାମକୁ ସଂଲଗ୍ନ ରାସ୍ତାର ଆଲୋକୀକରଣ , ଡ୍ରେନ, ଖେଳ ପଡ଼ିଆ ଓ ପାର୍କର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ ସହ ସାମଗ୍ରିକ ଭିତ୍ତିଭୂମିର ବିକାଶ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ମେୟର ଆଲୋଚନା କରିଛନ୍ତି।
ଏହି ଆଲୋଚନାରେ ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ସ୍ଥାନୀୟ ଜନ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ଥିଲେ l