କଟକ ଜଗତପୁର ଠାରେ ଥିବା ମୃଦୁ ପାନୀୟ କମ୍ପାନୀରେ ନିମ୍ନମାନର କଞ୍ଚା ମାଲ୍ ବ୍ୟବହାର କରି ପ୍ରସ୍ତୁତ ହେଉଥିବା ଅଭିଯୋଗରେ ଚଢ଼ାଉ କରିଛି କମିଶନରେଟ ପୁଲିସ।
ଜଗତପୁର ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢାଉ କରି ବିପୁଳ ପରିମାଣର ମୃଦୁ ପାନୀୟ ଜବତ କରିଛନ୍ତି ।
Credible Local News of Odisha