ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅନ୍ତର୍ଗତ ଉଲ୍ଲେ ରାମଲୀଳା ମାହୋତ୍ସବରେ ରାବଣ ଭୂମିକାରେ ନିଖୁଣ ଅଭିନୟ କରି ପ୍ରଭୁ ରାମଚନ୍ଦ୍ରଙ୍କ ପାପର ଅର୍ଜି ହୋଇଥିବାରୁ ତାର ପ୍ରାୟଶ୍ଚିତ ପାଇଁ ରାବଣ ପ୍ରଦୀପ ପଣ୍ଡା ଆଜି ସକାଳେ ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ବୁଡ଼ ପକାଇ ମୋକ୍ଷ ହୋଇଛନ୍ତି।
ପରେ ନିକଟସ୍ଥ ମନ୍ଦିର ଗୁଡ଼ିକର ଦେବଦେବୀଙ୍କ ଠାରେ ପୂଜାର୍ଚ୍ଚନା କରି କ୍ଷମା ପ୍ରାର୍ଥନା ମାଗିଥିଲେ ।