ମିଶନ ଶକ୍ତି ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ January 26, 2023 by Rameswar mahakur ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ମିଶନ ଶକ୍ତି ଭବନରେ ଠାରେ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।