ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମରେ ଦେବୀ ମାହେଶ୍ୱରୀ ବିଗ୍ରହଙ୍କ ନବକଳେବର ଉତ୍ସବ ଅବସରରେ ଚବିଶ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଛି ।
ଏହି ଯଜ୍ଞ ଆସନ୍ତା ୧୧ ତାରିଖରେ ପୂର୍ଣ୍ଣାହୁତି ପଡ଼ିବାର କାର୍ଯ୍ୟକ୍ରମ ରହିଛି ।
Credible Local News of Odisha