ଗୋପାଳ ଦାସ ବାବଦରେ ବିଧାନସଭାରେ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି।
ଦୁଇ ଥର ବିନା ଅନୁମତିରେ ଛୁଟିରେ ରହିଥିଲା ଗୋପାଳ ଦାସ। ଏମକିସିଜିରେ ସାଇକିଆଟ୍ରିକ ଡିଜ୍ଅର୍ଡର ଚିକିତ୍ସା ନେଇ ତଥ୍ୟ ଦେଇଥିଲା।ଚିକିତ୍ସା ପରେ ଫିଟ୍ନେସ ସମ୍ବନ୍ଧିତ ତଥ୍ୟ ଦେଇ କାର୍ଯ୍ୟରେ ଯୋଗ ଦେଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।