ମର୍ଜାକୁଦରେ କ୍ଷୀର ଅଭିଷେକ

ବୌଦ୍ଧ ଜିଲ୍ଲା ମର୍ଜାକୁଦ ସ୍ଥିତ ବାବା ଗୁପ୍ତେଶ୍ୱର ଶୈବପୀଠ ଠାରେ ଆଜି କ୍ଷୀର ଅଭିଷେକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version