ଅଧ୍ୟକ୍ଷା ବିଭିନ୍ନ ମୌଳିକ ସମସ୍ୟା ସମାଧାନ କରୁନଥିବା ଅଭିଯୋଗ କରି ଏକାଠି ହେଲେ ଛାତ୍ରଛାତ୍ରୀ।
ସମସ୍ୟା ଜଣାଇଲେ ଏକ୍ସଫେଲ୍ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ, ଅଭିଯୋଗକୁ ମିଥ୍ୟା ବୋଲି କହିଲେ ଅଧ୍ୟକ୍ଷା ଇତିଶ୍ରୀ ପାଢ଼ୀ।
Credible Local News of Odisha