ଭୁବନେଶ୍ୱରରେ ବିଭିନ୍ନ ବାର୍ ବିଳମ୍ବିତ ରାତି ଯାଏଁ ଚାଲୁଥିବା ଅଭିଯୋଗରେ ଗତକାଲି ରାତି ୨ଟାରେ ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ୪ଟି ବାର୍ରେ ଚଢ଼ାଉ କରିଛି ପୁଲିସ।
ଚଢ଼ାଉ ବେଳେ ବାର୍ ଗୁଡ଼ିକରେ ନାଚ ଚାଲିଥିଲା।
Credible Local News of Odisha