ଭଦ୍ରକ ଜିଲ୍ଲାର ଆଉ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହେବାପରେ ରାଜ୍ୟରେ ମୋଟ କୋଭିଡ ମୃତ୍ୟୁ 9138 ରେ ପହଁଚିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି l ଆକ୍ରାନ୍ତ ମଧୁମେହ ଭଳି ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ ବୋଲି କୁହାଯାଇଛି l
Credible Local News of Odisha