ଏ ନେଇ ଆଜି ବିଧାୟକ ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇବା ପରେ ବାଚସ୍ପତି ରୁଲିଂ ଜାରି କରିଛନ୍ତି।
ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ସଚିବ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଯୋଗ୍ୟ, ବୁକ୍ ସର୍କୁଲାର ୪୭ ଉଲ୍ଲଙ୍ଘନ ହେଉଛି ବୋଲି ବିଧାୟକ ନରସିଂହ ମିଶ୍ର କହିଥିଲେ।