ସୋନପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ପ୍ରସିଦ୍ଧ ଦୋଳ ଉତ୍ସବ ଅବସରରେ ଜଗନ୍ନାଥ ମନ୍ଦିର ପରିସରରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଗାୟିକା ସୁଶ୍ରୀ ବନ୍ଦିତା ନାୟକ ପୁରାଣ ପଠନ କରୁଥିବା ଦେଖିବାକୁ ମିଳିଛି।
Credible Local News of Odisha