ସୋନପୁର ଜିଲ୍ଲା ବୀରମହାରାଜପୁର ସଦରସ୍ଥିତ ବଜରଙ୍ଗବାଲୀ କଲ୍ୟାଣ ମଣ୍ଡପ ଠାରେ ମାହେଶ୍ୱରୀ ସେନା ପକ୍ଷରୁ ଆଜି ମେଗା ରକ୍ତଦାନ ଶିବିର ଶୁଭାରମ୍ଭ ହୋଇଯାଇଛି।
ଏହି ଶିବିରକୁ ମୁଖ୍ୟ ଅତିଥି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ସାମାଜିକ କର୍ମୀ ମୀନକେତନ ମହାକୁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ।