ବିଶ୍ଵ ତମାଖୁ ଦିବସ ସପ୍ତାହ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ଦ୍ଵାରା ଏକ ସଚେତନତା ରାଲି ଆଜି ଅନୁଷ୍ଟିତ ହୋଇଥିଲା ।
ଏଥିରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଧୀରେନ୍ଦ୍ର କୁମାର ନାୟକ,ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା,ଅଧ୍ୟାପିକା ମିତଲି ପ୍ରଧାନ,ଡା ପବିତ୍ର ମୋହନ ପାଣ୍ଡିଆ ପ୍ରମୁଖ ନେତୃତ୍ୱ ନେଇଥିଲେ ।