ଭୁବନେଶ୍ୱର ଖାରବେଳନଗର ସ୍ଥିତ ଏକ ହୋଟେଲ୍ ଅନ୍ସପ୍ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାରରେ ନାଚଗୀତ ଚାଲିଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଅବକାରୀ ବିଭାଗ।
ରାତି ୧ଟା ପର୍ଯ୍ୟନ୍ତ ନାଚଗୀତ ଚାଲିଥିବାରୁ ରେଡ୍ କରିଥିଲା ବିଭାଗ।
Credible Local News of Odisha