କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ କୁମୁଳାବାହାଳି ଗ୍ରାମ ଖଇରନ୍ଧା ସାହିରେ ଅଭାବନୀୟ ଘଟଣା କ୍ରମରେ ଶୁକ୍ରବାର ପୂର୍ବାହ୍ନ ରେ ଜଣେ ଯୁବକ ଗାଁ ନିକଟ ଜଙ୍ଗଲ କୁ ବଳଦ ଚରାଇବାକୁ ଯାଇଥିବା ବେଳେ ଉଇ ହୁଙ୍କା ରେ ଥିବା ଶତାଧିକ ବିରୁଡ଼ି ଆକ୍ରମଣରେ ଗୁରୁତର ହୋଇ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ ଭର୍ତ୍ତୀ ହୋଇଛନ୍ତି।
ଗୁରୁତର ହୋଇଥିବା ଯୁବକ ଜଣକ ବିଜୁ ମୁଣ୍ଡା।