ବିନିକା ନୋଡାଲ ସ୍କୁଲକୁ ପହଞ୍ଚିଲା ମେଟ୍ରିକ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର

ଆସନ୍ତାକାଲି ( ୨୯ତାରିଖ)ରୁ ମେ ୧୦ତାରିଖ ପର୍ଯ୍ୟନ୍ତ ବିନିକା ସହର ସମେତ ବ୍ଲକର ୯ଟି କେନ୍ଦ୍ରରେ ମେଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହେବ ।

ଏଥିପାଇଁ ଆଜି କଟକ ବୋର୍ଡ ଅଫିସରୁ ୬ଟି ବିଭାଗର ପ୍ରଶ୍ନପତ୍ର ବିନିକା ସହର ସ୍ଥିତ ସରକାରୀ ବାଳକ ନୋଡାଲ ସ୍କୁଲକୁ ପହଞ୍ଚି ଥିବାବେଳେ ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବଳୟରେ ରଖା ଯାଇଥିବା କେନ୍ଦ୍ର ମୁଖ୍ୟ ନୀଳାଚଳ ମେହେର କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version