ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସାନହୁଲା ପଞ୍ଚାୟତର ସିନ୍ଦୂର ଖୋଳ ଗ୍ରାମର ମାଟିଆ ସାହିରେ ପ୍ରାୟ ପନ୍ଦର ଅଧିକ ପରିବାର ରହୁଛନ୍ତି ହେଲେ ସେଠାରେ ବିଦ୍ୟୁତ୍ ସେବା ନାହିଁ କି ରାସ୍ତା ଓ ପାନୀୟ ଜଳର ସୁବିଧା ନାହିଁ।
ଏନେଇ ଆଜି ଗ୍ରାମବାସୀମାନେ ଏହି ସବୁ ସୁବିଧା ଯୋଗାଇଦେବା ନିମନ୍ତେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।