ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମାମୁରିଆ ରୁଗୁଡିସାହି ନିକଟରେ ଆଜି ଭୁବନେଶ୍ୱରରୁ ଦେବଗଡ ଯାଉଥିବା ଗୋଟିଏ କାର ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯିବାରୁ ବିଦ୍ୟୁତ୍ ଖୁଣ୍ଟ କାର ଉପରେ ପଡ଼ିଯାଇଥିଲା।
ଏନେଇ କାରଟି ସମ୍ପୁର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ସେଥିରେ ବସିଥିବା ଚାଳକ ସମେତ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ବର୍ତ୍ତି ଯାଇଛନ୍ତି।