ବାଲେଶ୍ୱର ଜିଲ୍ଲା ବୁଲିଲା ଅହିଂସା ରଥ September 13, 2022 by Rameswar mahakur ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ଆଜି ବାଲେଶ୍ୱର ଜିଲ୍ଲା ପରିକ୍ରମା କରିଛି l