ବାଲେଶ୍ୱରରେ ଦୁଇ ଅଙ୍କ ଛୁଇଁଲା ଦୈନିକ ସଂକ୍ରମଣ

ବାଲେଶ୍ୱର ଜିଲ୍ଳାରେ ପୁଣି କରୋନା ଉର୍ଦ୍ଧ୍ଵମୁଖୀ ହୋଇଛି l ଗତ 24 ଘଣ୍ଟା ମଧ୍ୟରେ 16 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version