ବାଲି ବୋଝେଇ ଗାଡିରୁ ୪୬ ହଜାର ଟଙ୍କା ଜରିମାନା ଆଦାୟ

କେନ୍ଦୁଝର ଜିଲା ପାଟଣା ତହସିଲ ଦେଇ ଯାଇଥିବା ୪୯ ନମ୍ବର ମୁମ୍ବେଇ କଲିକତା ଜାତୀୟ ରାଜପଥ ର ଖିରେଇଟାଙ୍ଗିରୀ ନିକଟରେ ବୁଧବାର ଅପରାହ୍ନରେ ପାଟଣା ତହସିଲ ର ଏନ ଫୋର୍ସମେଣ୍ଟ ଟିମ ଚଢ଼ାଉ କରି ଦୁଇଟି ବାଲି ବୋଝେଇ ହାଇୱା ଜବତ କରିଛନ୍ତି।

ଏଥି ସହ ହାଇୱା ୨ ଟି ରୁ ୪୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।ଏହି ଚଢ଼ାଉ ରେ ପାଟଣା ତହସିଲଦାର ତାପସ୍ ରଞ୍ଜନ ଦେହୁରୀ ,ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା,ସୁପରଭାଇଜର ବନମାଳୀ ନାଏକ,ଖୀରେଇଟାଙ୍ଗିରୀ ଆର ଆଇ ଭବାନୀଶଙ୍କର ରାଉତରାୟ ପ୍ରମୁଖ ଭାଗ ନେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version