ବାର୍ଥ ଡେ’ ପାର୍ଟିରୁ ଫେରୁଥିବା ବେଳେ ଯୁବକଙ୍କୁ ହତ୍ୟା

ଝାରସୁଗୁଡ଼ା ଜିଲ୍ଲା ଜମେରା ଗାଁରେ ଯୁବକଙ୍କୁ ଠେଙ୍ଗା, ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ ହୋଇଛି।

ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ ହୋଇଛି। ପୁଲିସ ୩ ଯୁବକଙ୍କୁ ଥାନାରେ ଅଟକ ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version