ବାରିପଦା ଓ ବାଲେଶ୍ବର ଆକାଶରେ କିଛି କ୍ଷଣ ପାଇଁ ପ୍ରଚଣ୍ଡ ଶବ୍ଦ February 27, 2023 by Rameswar mahakur ପ୍ରଚଣ୍ଡ ଶବ୍ଦ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶବ୍ଦ ଯୋଗୁ ଲେକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।