କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଥାନା ଅଂଚଳରେ ହୋଇଥିବା ବାଘ ଶିକାର ଘଟଣାରେ ମୟୂରଭଞ୍ଜ ବନ ବିଭାଗ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ଦିନିକିଆ ରିମାଣ୍ଡରେ କେନ୍ଦୁଝର ଜିଲ୍ଲାକୁ ଆଣି ଘଟଣା ସ୍ଥଳକୁ ଯାଇ ବାଘ ହାଡ ଜବତ୍ କରିବା ସହ ତାଙ୍କ ଘରୁ ବାଘ ନଖ ଜବତ୍ କରିଛନ୍ତି।
ସେମାନଙ୍କୁ କିଛି ଦିନ ତଳେ ମୟୂରଭଞ୍ଜ ବନ ବିଭାଗ ଉକ୍ତ ଜିଲ୍ଲାରୁ ଚାରି ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ବାଘ ଚମଡ଼ା ଜବତ୍ କରିଥିଲେ।