ବାଘମାରୀ ନିକଟରେ ସିରିଜ୍ ଦୁର୍ଘଟଣା; ୪ ଆହତ

ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି।

ଭାରସାମ୍ୟ ହରାଇ ପିକଅପ ଭ୍ୟାନ୍ ଓଲଟିବା ପରେ ଅଟୋ,ବାଇକକୁ ପଛରୁ ପିଟିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version