କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ପ୍ରାଧିକରଣ ପଦ୍ମପୁର ଓଡିଶା ଗ୍ରାମବ୍ୟାଙ୍କ ସମ୍ମୁଖ ଓଭର ବ୍ରିଜ ନିକଟରେ ଆଜି ଭୋର ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି।
ଏକ (ଓଆର-ଜିର-୯-ଜି-୯୮୩୭) ବାଜାଜ ପ୍ଲାଣ୍ଟିନା ବାଇକ୍ କୁ (ଓଆର-୦୯-କେ-୭୫୬୪)ବିଶିଷ୍ଟ ଏକ ୬ଚକିଆ ଟିପ୍ପର ଆରୋହୀ କୁ ଧକ୍କାଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ବାଇକ୍ ଆରୋହୀ ଜଣଙ୍କ ପରିଚୟ ମିଳିପାରିନାହିଁ।