ସୂଚନା ଅନୁଯାୟୀ ବିଶୋଇ ଥାନା ଅନ୍ତର୍ଗତ କାଦୁଆନି ନିକଟସ୍ଥ ରାସ୍ତାରେ ଜଣେ ବ୍ୟକ୍ତି ବାଇକରୁ କୈାଣସି କରଣବରୁ ବାଇକରୁ ପଡ଼ି ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ ।
ତେବେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ନେଇ ଯାଇଥିବାର ସୂଚନା ମିଳିଛି ।
Credible Local News of Odisha