ବହୁ ଲୋକଙ୍କୁ ଠକିଛି ତାନ୍ତ୍ରିକ କୈଫିକ ଖାନ

କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ଘଟଣାରେ ଆଜି ପ୍ରେସ୍‌ମିଟରେ ସୂଚନା ଦେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ତାନ୍ତ୍ରିକ କୈଫିକ ଖାନ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି, ବହୁ ଲୋକ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଛୁ।

ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ପୁଲିସକୁ ଜଣାନ୍ତୁ। କେତେ ଲୋକଙ୍କୁ ଠକିଛି ଓ କେତେ ପରିମାଣ ପାଇଛି ତଦନ୍ତ ଚାଲିଛି। କୈଫକର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରାଯାଇଛି, ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Leave a Comment Cancel reply

This site uses Akismet to reduce spam. Learn how your comment data is processed.

Exit mobile version