ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ୨୮ କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।
ଦୁଇ ଅଭିଯୁକ୍ତ ବିହାର ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ୨ ଅଭିଯୁକ୍ତ ଫୁଲବାଣୀରୁ ଗଞ୍ଜେଇ ଆଣି ବିହାର ଚୋରା ଚାଲାଣ କରୁଥିଲେ।
Credible Local News of Odisha