ବସୁଧା ଯୋଜନାରେ ପାଣି ନମିଳିବାରୁ ରାସ୍ତାରୋକ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କଳିଅଳମ ପଞ୍ଚାୟତବାସୀ ରାସ୍ତାରୋକ କରିଛନ୍ତି।

ପଡ଼ାଡ଼ିହା ଆଇଟିଆଇ ଛକରେ ଗରା, ବାଲଟି ରଖି ପଞ୍ଚାୟତବାସୀ ରାସ୍ତାରୋକ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version