ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ୍‌ରେ ନିଆଁ

ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ୍‌ରେ ନିଆଁ ଲାଗି ହୁତହୁତ୍ ହୋଇ ଜଳିଯାଇଛି।

ବସର ନାମ ‘ଖଣ୍ଡାଧାର କୁଇନ୍’। ବସ୍‌ରେ କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version