ଖବରକାଗଜରେ ନୋଟିସ ଜାରି କରିଛି ରାଜ୍ୟ ପୁଲିସ ବିଭାଗ। ବାରମ୍ବାର ଚିଠି ସତ୍ତ୍ବେ ଗ୍ରହଣ କରୁନଥିବାରୁ ପବ୍ଲିକ ନୋଟିସ୍ ଜାରି ହୋଇଛି। ୩ଟି ଠିକଣାରେ ଚିଠି ପଠାଯାଇଥିଲେ ବି ଗ୍ରହଣ କରିନଥିବା ସୂଚନା ମିଳିଛି।
ବିଜ୍ଞାପନର ୧୫ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଜଣାଇବାକୁ ନୋଟିସ ହୋଇଛି। ୧୯୯୮ ବ୍ୟାଚ୍ ଆଇପିଏସ୍ ଭାରତୀ ଦୀର୍ଘଦିନରୁ ଅନୁପସ୍ଥିତ ଅଛନ୍ତି।