ବରପାଲି ରେଂଵୋ କମ୍ପ୍ଲେକ୍ସରେ ଗୁରୁଶ୍ରୀ ଭାଗବତ ଚର୍ଚ୍ଚା

ଆଜି ସନ୍ଧ୍ୟାରେ ବରପାଲି ସ୍ଥିତ ରେଂଵୋ କମ୍ପ୍ଲେକ୍ସ ଠାରେ ଗୁରୁଶ୍ରୀ ଭାଗବତ ଚର୍ଚ୍ଚା ହୋଇଥିଲେ ଚର୍ଚା କରିଛନ୍ତି ଚାରୁଦତ୍ତ ମିଶ୍ର ଓ ସାଥି ।

ଏହି ଅବସରରେ କମ୍ପ୍ଲେକ୍ସ ମାଲିକ ବାଳକିଶୋର ଖାଡଙ୍ଗା ଭାଗବତ ପ୍ରେମୀଙ୍କୁ ସମ୍ମନିତ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version