ନିକଟରେ ବିଭିନ୍ନ କମ୍ପାନୀର ବିପୁଳ ପରିମାଣର ପ୍ରିଆକ୍ଟିଭେଟେଡ଼ ସିମ ଜବତ ମାମଲାରେ ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ଆଜି କ୍ରାଇମବ୍ରାଞ୍ଚ କୋର୍ଟ ଅନୁମତିରେ ପାଞ୍ଚ ଦିନ ରିମାଣ୍ଡରେ ଆଣିଛି l
ମୋବାଇଲ ସର୍ଭିସ ପ୍ରଦାନକାରୀ ତିନୋଟି ସଂସ୍ଥାର ଢେଙ୍କାନାଳ ଜିଲ୍ଲା ମୁଖ୍ୟଙ୍କୁ ମଧ୍ୟ ଜେରା ପାଇଁ କ୍ରାଇମବ୍ରାଞ୍ଚ ସମନ କରିଥିବା କହିଛନ୍ତି ଏଡିଜି ସଂଜୀବ ପଣ୍ଡା l