ସାଇକେଲ ଯନ୍ତ୍ରାଂଶରେ ଜଗତର ନାଥ ଜଗନ୍ନାଥ ଏବଂ ମହାଭାରତର ଅର୍ଜୁନଙ୍କ ରଥ ତିଆରି କରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା କଂସାରୀ ପଡାର ମୁନା ମହାଣା ବର୍ତମାନ ଅଂଚଳରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ତାଙ୍କର ଏହି କଳାକୃତି ପାଇଁ ତାଙ୍କ ନିକଟକୁ ଚାରିଆଡୁ ଆସୁଛି ଶୁଭେଚ୍ଛା ଓ ଶୁଭ କାମନାର ସୁଅ l