ପ୍ରଫେସର ଆଶୁତୋଷ ବିଶ୍ୱାସ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀରେ ଏମ୍ସରେ ମ୍ୟାଡ଼ିସିନ ବିଭାଗର ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କୁ କେନ୍ଦ୍ର ସରକାର ଭୁବନେଶ୍ବର ଏମ୍ସର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ସୁଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version