ପୁରୋହିତପୁର ରାସ୍ତାରେ ଭଙ୍ଗା ଗଛ ଡ଼ାଳ ସଫା କଲେ ବାସିନ୍ଦା

କାଳବୈଶାଖୀ ଯୋଗୁଁ ଗତ ରାତିରେ ଶିଶିଲୋ ଛକରୁ ପୁରୋହିତପୁର ରୋଡରେ ପଞ୍ଚାୟତ ହାଇସ୍କୁଲ ରାସ୍ତାରେ ଏକ ପୂରୁଣା କୃଷ୍ଣଚୁଡା ଗଛ ଭାଙ୍ଗି ପଡିଥିବା ବେଳେ ଅର୍ଜୁନ ଭୋଇ, ସନାତନ ଭୋଇ ଓ ଅନ୍ୟ ସ୍ଥାନୀୟ ଲୋକେ ରାସ୍ତାକୁ ଅବରୋଧ ମୁକ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version