ପିଢ଼ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ସଚେତନତା

କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ କୁଶକଳା ଗ୍ରାମରେ ବନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ଡି ଏଫ୍ ଓ ଧନରାଜ ଏଚ ଡି, ରେଞ୍ଜ ଅଧିକାରୀ ମାନସ ମୁର୍ମୁ ସମେତ ବନ ବିଭାଗ କର୍ମଚାରୀ, ସ୍ଥାନୀୟ ସରପଂଚ, ସ୍ଥାନୀୟ ଲୋକ, ପିଢ଼ ସର୍ଦ୍ଦାର ଉପସ୍ଥିତ ଥିଲେ। ବିଶେଷ କରି ହାତୀ ମାନଙ୍କ ସମସ୍ୟା, ପଡୁ ଚାଷ, ବନୀ କରଣ, ଜଙ୍ଗଲ ନିଆଁ, ଆଦି ଉପରେ ଆଲୋଚନା କରିବା ସହ ଲୋକଙ୍କ ସହ ଯୋଗିତା ଓ ସହଭାଗିତା ବିଷୟରେ ଆଲୋଚନା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version