ବରଗଡ ଜିଲ୍ଲା ଅତାବିରା ନିୟନ୍ତ୍ରିତବଜାର କମିଟି ଅଧିନ ପାହାଡଶ୍ରୀଗିଡା ମାର୍କେଟରେ ଆଜି ଅମଲିପାଲି ଗ୍ରାମର ମା’ ବିରଜା ମହିଳା ସ୍ବଂୟସହାୟକ ଗୋଷ୍ଠୀର ସଦସ୍ଯମାନେ ଚଳିତ ରବିଋତୁର ଧାନକ୍ରୟ ଆରମ୍ଭ କରିଛନ୍ତି।
ସଂଘର ସଭାନେତ୍ରୀ ସଂଯୁକ୍ତା ମହାପାତ୍ର ଓ ସଂପାଦିକା ଗୀତାଞ୍ଜଳୀ ସାହୁଙ୍କ ନେତୃତ୍ବରେ ଧାନକ୍ରୟ ଆରମ୍ଭ ହୋଇଛି।