ପାପଡାହାଣ୍ଡିରେ 24 ଘଣ୍ଟାରେ 85 ମିମି ବର୍ଷା September 20, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ 85 ମିଲିମିଟର ବର୍ଷା ହୋଇଛି l