କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମ ୯ନଂ ୱାର୍ଡରେ ପାନୀୟ ଜଳ ସମସ୍ୟା ନେଇ ଆଜି ୱାର୍ଡ଼ ସଦସ୍ୟା ନଳିନୀ ପ୍ରଭା ପଣ୍ଡାଙ୍କ ନେତୃତ୍ୱରେ ମହିଳାମାନେ ବିଡ଼ିଓ ମନୀଷା ଦାଶଙ୍କ ପାଖରେ ପହଞ୍ଚିଥିଲେ।
ଏହା ପରେ ତୁରନ୍ତ ଉକ୍ତ ପଡ଼ାକୁ ପାଣି ଯୋଗାଣ କରିବାକୁ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ବିଡ଼ିଓ ।