କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ମଲ୍ଲୀପଶି ଛକରେ ପାଣି ସମସ୍ୟାକୁ ନେଇ ଶୁକ୍ରବାର ମହିଳା ମାନେ ରାଜପଥ ଉପରେ ଗୋରା ବାଲଟି, ରଖି ମହିଳା ମାନେ ରାସ୍ତା ରୋକ କରିଛନ୍ତି।
ଗ୍ରାମରେ ବସୁଧା ଯୋଜନାରେ ହୋଇଥିବା ଅଭରହେଡ୍ ପାଣି ଟାଙ୍କିରୁ ପାନୀୟ ଜଳ ଯୋଗାଣ ସାହିକୁ ବନ୍ଦ ହୋଇଯାଇଥିବା ସେମାନେ କହିଛନ୍ତି