ପାଣି ପାଇଁ ବ୍ଲକ ଆଗରେ ଧାରଣା; ପ୍ରତିଶ୍ରୁତି ପରେ ହଟିଲେ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକର ଅନ୍ତପୁର ଗ୍ରାମର ଲୋକମାନେ ପାନୀୟ ଜଳ ପାଉ ନଥିବାରୁ ମହିଳାମାନେ ପାଣି ଗରା ଧରି ଆଜି କଚେରୀ ପରିସର ଦେଇ ଉଦଳା ବ୍ଲକ ଆଗରେ ଧାରଣା ଦେଇଥିଲେ।

ଉଦଳା ବ୍ଲକର ବିଡ଼ିଓ ଦେବଯାନୀ ଭୂୟାଁ ସମସ୍ୟା ସମ୍ପର୍କରେ ଆଲୋଚନା କରି ଲୋକଙ୍କୁ ପାନୀୟ ଜଳ ଯୋଗାଇ ବୋଲି ପ୍ରତିଶ୍ରୁତି ଦେବା ପରେ ଧରଣାରୁ ହଟିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version