ନୂଆପଡ଼ା ଜିଲ୍ଲା ବୋଡ଼େନ୍ ପାଟଧରା ଜଙ୍ଗଲରେ ୩ଯବାନ ସହିଦ ଘଟଣାରେ ଯବାନ ମାନଙ୍କର ସର୍ଚ୍ଚ ଅପରେସନ ବେଳେ ଘଟଣାସ୍ଥଳରୁ ୪ଟି ଟିଫିନ୍ ବୋମା ଓ ବିସ୍ଫୋରକ ଜବତ କରିଛି ସାଇଣ୍ଟିଫିକ ଟିମ ।
୨୧ ତାରିଖରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହେବା ଫଳରେ ୩ ଯବାନ ସହିଦ ହୋଇଥିଲେ ।
Credible Local News of Odisha