କେନ୍ଦୁଝର ପୌରପାଳିକା ୨୧ନଂ ତଥା ବ୍ରାହ୍ମଣୀଗାଁରେ ଦୋଳିରୁ ପଡ଼ି ଜଣେ ୧୨ ବର୍ଷ ର ଛାତ୍ର ଆହତ ହୋଇଛନ୍ତି ।
ତାଙ୍କ ନାମ ସିବୁ ନାଏକ(୧୨) ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟାରେ ପଟା ଦୋଳିରେ ଖେଳୁଥିବା ସମୟରେ ଦୋଳିରୁ ଖସିପଡ଼ି ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।