ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶହଶହ ଶ୍ରଦ୍ଧାଳୁଙ୍କ କଳସ ଯାତ୍ରା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଭୁଡୁରୁବଣି ଗ୍ରାମ ଠାରେ ଏକ ନୂତନ ହନୁମାନଙ୍କ ବିଗ୍ରହ ଆଣିବା ପରେ ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସଵରେ ଅନୁଷ୍ଠିତ ହୋଇଛି ।

ଆଜି ଏହି ଉତ୍ସବରେ ଶହ ଶହ ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ମନ୍ଦିର ଠାରୁ ୩କିମି ଦୂରର ଏକ ନଦୀରୁ କଳସରେ ପାଣି ଆଣିଥିଲେ । ପୂଜା କାର୍ଯ୍ୟ ପରେ ଯଜ୍ଞ ଆରମ୍ଭ ହେବ । ଏହା ଦେଖିବା ପାଇଁ ଏନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version